ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପର୍ଟିର ପଞ୍ଚାୟତ ସଭାପତି ଶ୍ରୀ ଚୁଡ଼ାମଣୀ ଅଘରିଆ , ଦଶପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଭଞ୍ଜନ ସରାପ , ଯୁବ ନେତା ଶ୍ରୀ ବିଶ୍ୱଜିତ ସେନାପତି, ଶ୍ରୀ ପ୍ରତାପ ସରାପ, ବରିଷ୍ଠ ବିଜେପି ନେତା ଶ୍ରୀ ସଦାନନ୍ଦ ସତନାମି,ପ୍ରେମଲାଲ ଚୋୖଧରି, ହରେକୃଷ୍ନ ପଟେଲ,ଭଲଭଦ୍ର ପଟେଲ ଓ ବିଜେପି ର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ, କେନ୍ଦ୍ର ତଥା ମୋଦି ସରକାର ଓ ରାଜ୍ୟ ତଥା ମୋହନ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ।
BJP ଗାଁ ଚାଲ ଅଭିଯାନ 2025
BJP Gaon Chalo Abhiyan Odisha
Chichia village BJP campaign
Golamunda BJP activity news
BJP programs in Kalahandi
ଗୋଳାମୁଣ୍ଡା ବିଜେପି ଅଭିଯାନ
ଗୋଳାମୁଣ୍ଡା ବିଜେପି ଅଭିଯାନ
ଦଶପୁର ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା
BJP Kalahandi rural campaign
Modi government yojana awareness Odisha
Mohan Majhi Odisha schemes 2025
ମୋଦି ସରକାର ଯୋଜନା ଓଡିଶା
କଳାହାଣ୍ଡି ଗାଁ ଖବର 2025
ଚିଚିଆ ଗାଁ ବିଜେପି ଖବର
No comments: